ଜିଲ୍ଲା ସ୍ତରୀୟ ବିଶ୍ୱବନ ଦିବସ ପାଳିତ

ହରଭଙ୍ଗା (ଚିତ୍ତରଞ୍ଜନସିଂ):ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହ ପୁର ସ୍ଥାୟୀ ନର୍ସରୀ ଠାରେ ଗୁରୁବାର ଦିନ ବୌଦ୍ଧ ବନ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱବନ ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ … Continue reading ଜିଲ୍ଲା ସ୍ତରୀୟ ବିଶ୍ୱବନ ଦିବସ ପାଳିତ